ଆଜିର ଖବର ଚିଲିକା: ଛକାପଞ୍ଝା ଭିତରେ ଘୋଷଣା ହେଲା ବିଜେଡ଼ିର ଜିଲ୍ଲାପରିଷଦ ପ୍ରାର୍ଥୀ ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀ ସଦାବେଳେ ଚର୍ଚ୍ଚାରେ ରହିଆସୁଥିବାବେଳେ ଏଠି ବିଗତ କିଛି ମାସ ହେବ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ…