ବିଶେଷ ଖବର ବିଜେଡିର ଦାବୀ, ଏଥର ମହିଳାଙ୍କୁ ମିଳିଛି ୭୦ ପ୍ରତିଶତ ଜିଲ୍ଲା ପରିଷଦ ସଭାପତି ଆସନ ଭୁବନେଶ୍ୱର: ଜିଲ୍ଲା ପରିଷଦ ନିର୍ବାଚନରେ ବିଜୁ ଜନତା ଦଳକୁ ଆଶୀର୍ବାଦ ଦେଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ। ଏହି ବିଜୟ ହେଉଛି ୪.୫ କୋଟି ଓଡିଆଙ୍କ ବିଜୟ ଏବଂ ଓଡିଶାର…