ବିଶେଷ ଖବର ମୁଖ୍ୟ ଶାସନ ସଚିବ ହେବା ପରେ ଜିଲ୍ଲାପାଳଙ୍କ ସହିତ କଲେ ପ୍ରଥମ ବୈଠକ, ଜାଣନ୍ତୁ କଣ କହିଲେ ଭୁବନେଶ୍ବର, ବିଭିନ୍ନ ସରକାରୀ ସେବା ପ୍ରଦାନରେ ଜନ ସାଧାରଣଙ୍କ ଆସ୍ଥା ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…