ଆଜିର ଖବର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ୬,୮୩୧ଟି ମାମଲାର ଫଇସଲା ଭୁବନେଶ୍ଵର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ସତ୍ୟନାରାୟଣ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ରାୟଗଡା ଜିଲ୍ଲା ସିଭିଲକୋର୍ଟ ସମେତ ଗୁଣୁପୁର, ବିଷମକଟକ,…