ଆଜିର ଖବର ବିଦ୍ୟୁତ୍ ତାର ଲାଗି ଚାଲିଗଲା ୩ ହାତୀର ଜୀବନ: ୪ ଅଟକ ରେଢାଖୋଲ (କଦର୍ପ ବେହେରା): ବନବିଭାଗର ଦାୟିତ୍ୱ ହୀନତା ଯୋଗୁଁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩ ହାତୀର ଜୀବନ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ ଘୋଷରାମାଳ ଫରେଷ୍ଟ…