ଆଜିର ଖବର ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଯାଜପୁରର ନେତା ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପୁଣି ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ବିଜେଡି ଆଜି ଯାଜପୁରର ଜଣେ ନେତାଙ୍କୁ ନିଲମ୍ବିତ କରିଛି।…