ଭୁବନେଶ୍ବର: ଆଜି ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ବିଧାୟକ ତଥା ମନ୍ତ୍ରୀମାନଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ଯେଉଁ ଜିଲ୍ଲା ଦାୟିତ୍ବ ଦିଆଗଲା ତାହା ହେଲା..
ଅଶୋକ ଚନ୍ଦ୍ର ପଣ୍ଡା – ଅନୁଗୁଳ
ରୋହିତ ପୂଜାରୀ – ବଲାଙ୍ଗୀର
ଅନନ୍ତ ଦାସ – ବାଲେଶ୍ୱର
ଦେବେଶ ଆଚାର୍ଯ୍ୟ – ବରଗଡ଼
ବ୍ୟୋମେକେଶ ରାୟ – ଭଦ୍ରକ
ମହୀଧର ରଣା – ବୌଦ୍ଧ
ଡାକ୍ତର ପ୍ରମୋଦ ମଲ୍ଲିକ – କଟକ
ରାଜେନ୍ଦ୍ର ଢେ଼ାଲକିଆ – ଦେବଗଡ଼
ବାସନ୍ତୀ ହେମ୍ବ୍ରମ- ଢେଙ୍କାନାଳ
ଜଗନ୍ନାଥ ସାରକା – ଗଜପତି
ପ୍ରଫୁଲ୍ଲ ମଲ୍ଲିକ-ଗଞ୍ଜାମ
ପ୍ରମିଳା ମଲ୍ଲିକ – ଜଗତସିଂହପୁର
ସମୀର ରଞ୍ଜନ ଦାସ-ଯାଜପୁର
ପ୍ରୀତିରଞ୍ଜନ ଘଡେ଼ଇ – ଝାରସୁଗୁଡ଼ା
ନବକିଶୋର ଦାସ – କଳାହାଣ୍ଡି
ଶ୍ରୀକାନ୍ତ ସାହୁ – କନ୍ଧମାଳ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କେନ୍ଦ୍ରାପଡ଼ା
ଜଗନ୍ନାଥ ନାୟକ-କେନ୍ଦୁଝର
ରାଜେନ୍ଦ୍ର କୁମାର ସାହୁ-ଖୋର୍ଦ୍ଧା
ରଘୁରାମ ପଡ଼ାଲ – କୋରାପୁଟ
ତୁଷାରକାନ୍ତି ବେହେରା-ମାଲକାନାଗିରି
ଅଶ୍ୱିନୀ ପାତ୍ର-ମୟୂରଭଞ୍ଜ
ମନୋହର ରାନ୍ଧାରୀ-ନବରଙ୍ଗପୁର
ସତ୍ୟନାରାୟଣ ପ୍ରଧାନ-ନୟାଗଡ଼
ଟୁକୁନି ସାହୁ-ନୂଆପଡ଼ା
ନିରଞ୍ଜନ ପୂଜାରୀ-ପୁରୀ
ଅତନୁ ସବ୍ୟସାଚୀ ନାୟକ-ରାୟଗଡ଼ା
ପ୍ରତାପ କେଶରୀ ଦେବ-ସମ୍ବଲପୁର
ପ୍ରଦୀପ କୁମାର ଅମାତ-ସୁବର୍ଣ୍ଣପୁର
ଶାରଦା ପ୍ରସାଦ ନାୟକ-ସୁନ୍ଦରଗଡ଼