ଜି୨୦ ଟିମ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୬ଟାରେ ଭାରତ ମଣ୍ଡପମରେ ଜି-୨୦ ଟିମ୍ ସହ ବାର୍ତ୍ତାଳାପ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।…