ଆଜିର ଖବର CycloneAlret: ସମୁଦ୍ରରେ ବଡ ଜୁଆର ଆସିବ ବୋଲି ଚେତାବନୀ ଦେଲା ପାଣିପାଗ ବିଭାଗ ଭୁବନେଶ୍ବର: ଆସନ୍ତାକାଲି ଏବଂ ତା’ପରଦିନ ସମୁଦ୍ରରେ ବଡ ଜୁଆର ଆସିବ। ଏହିପରି ଚେତାବନୀ ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହାର କାରଣରେ କୁହାଯାଇଛି ଯେ, ଚତୁର୍ଥ ଡିସେମ୍ବର…