ରାଜ୍ୟ ଖବର ରାଜଧାନୀର ବସ୍ତିରେ ଥିବା ଶିଶୁ ଶ୍ରମିକଙ୍କ ପାଇଁ ଘରୋଇ ଉଦ୍ୟମରେ ଖୋଲିବ ସ୍କୁଲ ଭୁବନେଶ୍ୱର: ରାଜ୍ୟର ସ୍କୁଲମାନଙ୍କରୁ ଅଧାରୁ ପାଠଛାଡ଼ିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ରାଜଧାନୀର ଏହି ପିଲାମାନେ ପାଠପଢ଼ିବା ପରିବେର୍ତ୍ତ ପରିବାର ଚଳାଇବା ପାଇଁ ଜରି ଗୋଟାଇବା…