ଆଜିର ଖବର ପୂର୍ବତଟ ରେଳ ମହା ପ୍ରବନ୍ଧକଙ୍କ ଦିନିକିଆ ଗସ୍ତ, ଅମୃତ ଭାରତ ଷ୍ଟେସନ ନିର୍ମାଣର କଲେ ସମୀକ୍ଷା ଭୁବନେଶ୍ଵର: ପୂର୍ବତଟ ରେଳ ମହା ପ୍ରବନ୍ଧକ ପରମେଶ୍ୱର ଫୁଂକୱାଲାଙ୍କ ଦିନିକିଆ ରାୟଗଡା ଗସ୍ତରେ ଆସି ମୁନିଗୁଡା ଠାରେ ନିର୍ମାଣଧୀନ ଅମୃତ ଭାରତ ଷ୍ଟେସନ ଅଗ୍ରଗତିର ସମୀକ୍ଷା କରିଛନ୍ତି।…