ବିଶେଷ ଖବର ଜଳ ସମ୍ପଦ ବିଭାଗରେ ଆଜି ଯୋଗ ଦେଲେ ଶହେ ଇଂଜିନିୟର, ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ ଭୁବନେଶ୍ବର: ଆଜି ରାଜ୍ୟ ସରକାର 106 ଜଣ ଜୁନିଅର ମେକାନିକାଲ୍ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛନ୍ତି। ଏମାନେ ଜଳ ସମ୍ପଦ ବିଭାଗରେ କାର୍ଯ୍ୟ କରିବେ। ଏହି ଇଂଜିନିୟରଙ୍କୁ ରାଜ୍ୟ…