ବିଶେଷ ଖବର ଜୁନ୍ ୨୩ରେ ବିରୋଧୀ ମେଳି: ପାଟନା ସାଧାରଣ ସଭାରେ ଯୋଗଦେବେ ଏହି ରାଜନୈତିକ ଦଳ ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଜୁନ୍ ୨୩ ତାରିଖରେ ବିରୋଧୀ ଦଳର ଅନେକ ରାଜନୈତିକ ଦଳର ସାଧାରଣ ସଭା ଅନୁଷ୍ଠିତ ହେବାକୁ ଯାଉଛି। ୨୦୨୪ ଲୋକସଭା ନିର୍ବାଚନ…