ଆଜିର ଖବର କେରଳରେ ମିଳିଥିବା କରୋନାର ଜେଏନ୍-୧ ଭାରିଆଣ୍ଟ କେତେ ବିପଦପୂର୍ଣ୍ଣ? ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ସବ୍ ଭାରିଆଣ୍ଟ ଜେଏନ୍-୧ ସାମ୍ନାକୁ ଆସିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। କେରଳରେ ଏହାର ସକ୍ରିୟ ମାମଲା ସାମ୍ନାକୁ ଆସିଛି। ସେହିପରି…