ଅପରାଧ ସଲମାନ ଖାନଙ୍କ ଫାର୍ମ ହାଉସରୁ ଗିରଫ ହେଲେ ଦୁଇ ସନ୍ଦିଗ୍ଧ, ଅଭିଯୁକ୍ତଙ୍କ ନିକଟରୁ ନକଲି ପରିଚୟ ପତ୍ର ଜବତ ମୁମ୍ବାଇ: ଗତ ବର୍ଷ ଲରେନ୍ସ ଗ୍ୟାଙ୍ଗଙ୍କ ଦ୍ୱାରା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କର ସୁରକ୍ଷା ଯଥେଷ୍ଟ ବୃଦ୍ଧି…