ବିଶେଷ ଖବର ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ: ଏହି ମାମଲାରେ ଜେରା କରିପାରେ ଇଡି ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ପଠାଇ ସେମାନଙ୍କୁ ଜେରା ପାଇଁ ଡାକିଛି। ଦଳର ନେତାମାନେ ଏହି ସୂଚନା ଦେଇଛନ୍ତି।…