ଅପରାଧ ଜେଲରଙ୍କୁ ଧମକ ଦେବା ମାମଲା: ମୁଖତାର୍ ଅନସାରୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ହାଇକୋର୍ଟ ଲକ୍ଷ୍ନୌ: ଲକ୍ଷ୍ନୌର ତତ୍କାଳୀନ ଜେଲରଙ୍କୁ ଧମକ ଦେବା ମାମଲାରେ ମାଫିଆ ମୁଖତାର ଅନସାରୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ହାଇକୋର୍ଟଙ୍କ ଦ୍ଵାରା ଅନସାରୀଙ୍କୁ ଦୁଇ ବର୍ଷ…