ରାଜ୍ୟ ଖବର ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି ନୂଆପଡ଼ା: ଦୁଷ୍କର୍ମ ମାମଲାରେ ୨୦ ବର୍ଷର ସଜା କାଟୁଥିବା ଜଣେ କଏଦୀ ନୂଆପଡ଼ା ସବ୍-ଜେଲରୁ ଫେରାର ହୋଇଯିବା ଘଟଣାରେ କାରା ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।…