Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ନାଗାଲାଣ୍ଡର ସମୃଦ୍ଧ ଜୈବିକ ଉତ୍ପାଦ ସତରେ ମନୋହର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନାଗାଲାଣ୍ଡର ସମୃଦ୍ଧ ଜୈବିକ ଉତ୍ପାଦ ପ୍ରକୃତି ଓ ସଂସ୍କୃତି ମଧ୍ୟରେ ସହାବସ୍ଥାନକୁ ପ୍ରମାଣିତ କରୁଛି।

ରାଜ୍ୟସଭା ସାଂସଦ ଏସ. ଫାଙ୍ଗନୋନ କୋନ୍ୟାକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ନାଗାଲାଣ୍ଡର ସମୃଦ୍ଧ ଜୈବିକ ଉତ୍ପାଦ ସତରେ ମନୋହର। ଏହା ପ୍ରକୃତି ଓ ସଂସ୍କୃତି ମଧ୍ୟରେ ସହାବସ୍ଥାନକୁ ମଧ୍ୟ ପ୍ରମାଣିତ କରୁଛି।”