ଆଜିର ଖବର ଗୋଦାବରୀଶ ମହାବିଦ୍ୟାଳୟରେ ଜୋନାଲ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ବାଣପୁର (ସୀତାରାମ ଅଗ୍ରୱାଲ): ଉତ୍କଳ ବିଶ୍ଵବିଦ୍ୟାଳୟର ସହବନ୍ଧିତ ଏବଂ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଅନ୍ତ ମହାବିଦ୍ୟାଳୟ ସ୍ତରୀୟ ଭଲିବଲ…