ଜ୍ଞାନବାପୀ ପରିସର

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟରୁ ସବୁଜ ସଙ୍କେତ ପାଇବା ପରେ ଉତ୍ତରପ୍ରଦେଶର ବାରାଣାସୀରେ ଜ୍ଞାନବାପୀ ପରିସରରେ ASI ସର୍ଭେ ଆରମ୍ଭ ହୋଇଯାଇଛି। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ଟିମ୍ ଜ୍ଞାନବାପୀ…