ଆଜିର ଖବର ଆଜି ଜ୍ଞାନବ୍ୟାପୀରେ ୬ ଥର ବାଧାପ୍ରାପ୍ତ ହେଲା ସର୍ଭେ, ହିନ୍ଦୁ ପକ୍ଷ ଉଠାଇଲେ ପ୍ରଶ୍ନ ବାରଣାସୀ: ଆଜି ଦ୍ଵିତୀୟ ଦିନ ପାଇଁ ଜ୍ଞାନବ୍ୟାପୀ ମସଜୀଦରେ ସର୍ଭେ କାମ ଜାରି ରହିଛି। ଏହି ସର୍ଭେରେ ୬ ଥର ବାଧାପ୍ରାପ୍ତ ହୋଇଥିଲା। କୋର୍ଟ କମିଶନର ଉଭୟ…