ଆଜିର ଖବର ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’ ଭୁବନେଶ୍ଵର: ଓଡିଶାର ଲୋକ ପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦର୍ଶକଙ୍କୁ ସବୁବେଳେ ତାଙ୍କର ନିଜ ମନ ପସନ୍ଦର ଫିଲ୍ମ ଦେଖାଇ ଆସିଛି। ଦର୍ଶକମାନେ ଦେଖିବାକୁ ଭଲ…