ଆଜିର ଖବର ଟିକେଟ ନ ମିଳିବ ପରେ ତାତିଲେ ଗମାଙ୍ଗ ପରିବାର ଓ ଜୟରାମ ପାଙ୍ଗି, ଆଣିଲେ ବଡ ଅଭିଯୋଗ ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ କୋରାପୁଟ ଓ ନବରଂଗପୁର ସବୁ ଆସନରେ ଦଳ ପ୍ରାର୍ଥୀ ଦେଇସାରିଛି। ହେଲେ ସେହି ଅଞ୍ଚଳରେ ଟିକେଟ…