ଜାତୀୟ ଖବର ଏଣିକି ଚାଉଳ,ଗହମ,ଆଖୁ ଆଦିରୁ ଉତ୍ପାଦନ ହେବ ପେଟ୍ରୋଲରେ ମିଶିବାକୁ ଥିବା ଇଥାନଲ ଇନ୍ଧନ ନୂଆଦିଲ୍ଲୀ, ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। କାରଣ ବର୍ତ୍ତମାନ ଚାଉଳ, ଗହମ, ଯବ, ବାଜରା, ଜୱାର, ବିଭିନ୍ନ ଶସ୍ୟ, ଆଖୁ ଆଦିରୁ ଇଥାନଲ ଉତ୍ପାଦନ କରାଯିବ।…