ଆଜିର ଖବର ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ ନେଇ ବିରୋଧ: ଜେଏମଏମ କର୍ମୀଙ୍କୁ ପିଟିଲେ ବିଜେପି କାର୍ଯ୍ୟକର୍ତ୍ତା ରାଞ୍ଚି: ଝାଡଖଣ୍ଡ ବିଧାନସଭାରେ ନମାଜ ପାଇଁ ଏକ ପୃଥକ କୋଠରୀ ଆବଣ୍ଟନକୁ ଆଜି ଶତାଧିକ ବିଜେପି କର୍ମୀ ବିରୋଧ କରିଛନ୍ତି। ବିଜେପି କର୍ମୀମାନେ ବିଧାନସଭାକୁ ଘେରାଉ କରିବାକୁ…