ଆଜିର ଖବର ୭୩ ତମ ସର୍ବଭାରତୀୟ ପୋଲିସ ହକି: ପ୍ରଥମ ଦିନରେ ଜିତିଲେ ବି.ଏସ.ଏଫ, ଆଇଟିବିପି ଓ ଝାଡ଼ଖଣ୍ଡ ପୋଲିସ ଦଳ ଭୁବନେଶ୍ଵର: ସୋମବାର ଠାରୁ କଳିଙ୍ଗ ଷ୍ଟାଡିୟମ ଠାରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା।…