ଆଜିର ଖବର ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଉଲ୍ଲେଖନୀୟ ଅଗ୍ରଗତି: 301 କିମି ମଧ୍ୟରୁ 199 କିମି କାର୍ଯ୍ୟକ୍ଷମ ଭୁବନେଶ୍ୱର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଏକ ପ୍ରମୁଖ ପଦକ୍ଷେପରେ, ଝାରମୁଣ୍ଡା ଠାରୁ ବୌଦ୍ଧ ଷ୍ଟେସନ ମଧ୍ୟରେ 16.270 କିଲୋମିଟର ଦୈର୍ଘ୍ୟ ନୂତନ…