ଆଜିର ଖବର ପୁଣିଥରେ ଝାରସୁଗୁଡା ଆସନ ପାଇଁ ଦୀପାଳି ଦାସଙ୍କ ଉପରେ ଭରସା କରିଲେ ନବୀନ ଭୁବନେଶ୍ବର: ଆଜି ବିଜେଡି ତାହାର ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି। ଏଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁରୁଣା ମୁହଁ ଉପରେ ଗୁରୁତ୍ବ ଦେଇଛନ୍ତି।…