ଆଜିର ଖବର ପଛପଟୁ ମାଡ଼ିଗଲା ହାଇୱା, ଦୁର୍ଘଟଣାରେ ଝିଅ ମୃତ୍ୟୁ, ମା’ ଗୁରୁତର ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗଞ୍ଜାମ ଜିଲ୍ଲା ଆସିକା ମୁକୁନ୍ଦପୁର ବଡନଦୀ ବ୍ରିଜରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ…