ବିଶେଷ ଖବର ଫୋନରେ LIC ପଲିସି ସହିତ ଜଡିତ ସମସ୍ତ ଅପଡେଟ ଜାଣିବାକୁ ଚାହୁଁଛନ୍ତି କି?, ଏହି ସରଳ ଉପାୟକୁ କରନ୍ତୁ ଅନୁସରଣ ନୂଆଦିଲ୍ଲୀ: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ହେଉଛି ଦେଶର ସବୁଠାରୁ ବଡ ବୀମା କମ୍ପାନୀ। ଆଜିକାଲି ଅନେକ ବେସରକାରୀ ବୀମା କମ୍ପାନୀ ମଧ୍ୟ ବଜାରକୁ ଆସିଛନ୍ତି।…