ଜାତୀୟ ଖବର ଟ୍ରେନ ଦୁର୍ଘଟଣାରେ ସ୍ବାମୀ ମରିଛନ୍ତି କହି ଟଙ୍କା ହାତେଇବାକୁ ଉଦ୍ୟମ, ମହିଳା ଅଟକ ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ସାରା ବିଶ୍ବ ଦୁଃଖ ପ୍ରକାଶ କରୁଥିବା ବେଳେ ସେପଟେ ମୃତକଙ୍କ ଟଙ୍କା ହାତେଇବା ପାଇଁ ହୀନ ଉଦ୍ୟମ ପଦାକୁ ଆସିଛି। ଜଣେ…