ଆଜିର ଖବର ଟମାଟୋ ମାଳ ପିନ୍ଧି ସଂସଦରେ ଆପ୍ ସାଂସଦ ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ସୁଶୀଲ ଗୁପ୍ତା ଆଜି ଟମାଟୋର ମାଳ ପିନ୍ଧି ରାଜ୍ୟସଭାରେ ପହଞ୍ଚିଛନ୍ତି। ଏହାକୁ ନେଇ ଅନେକ ସଦସ୍ୟ ବିରୋଧ କରିଥିଲେ।…