ଆଜିର ଖବର ସଶକ୍ତ ହେଉଛନ୍ତି ଚାଷୀ, ସୁଦୃଢ଼ ହେଉଛି ଜୀବିକା: କେନ୍ଦୁଝର ଜିଲ୍ଲାରେ ‘ଟସର ଚାଷ’କୁ ପ୍ରୋତ୍ସାହନ କେନ୍ଦୁଝର: ଟସର ହେଉଛି ଏକ ଲାଭଜନକ ଚାଷ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଉଛି। ରାଜ୍ୟ ସରକାରଙ୍କ…