ଆଜିର ଖବର WORLD CUP: ୧୪୬ ବର୍ଷର ଇତିହାସରେ ପ୍ରଥମ ଘଟଣା, ଟାଇମ ଆଉଟ ର ଶିକାର ହେଲେ ଆଞ୍ଜେଲୋ ମାଥ୍ୟୁସ୍ ନୂଆଦିଲ୍ଲୀ: ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍ ସମୟରେ ଏପରି କିଛି ଘଟିଛି, ଯାହା କ୍ରିକେଟ୍ ର ୧୪୬ ବର୍ଷର ଇତିହାସରେ କେବେ ହୋଇ ନଥିଲା। ବାସ୍ତବରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ…