ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଚିଲିକାର ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ବ୍ୟାପକ ବିଦେଶୀ ପକ୍ଷୀ ଶୀକାର ହେଉଥିବା ଅଭିଯୋଗ ହେଉଛି। ଶୀକାରୀମାନେ ଚିଲିକାରେ ଅବାଧ ଶିକାର କରୁଥିବା ଦେଖାଯାଉଛି। …