ଆଜିର ଖବର ବିଦେଶିନୀଙ୍କ ଜଙ୍ଘରେ ଟାଟୁ କରିବା ମାମଲା, ଗିରଫ ହେଲେ ଟାଟୁ ଷ୍ଟୁଡିଓର ମାଲିକ ଓ ସହଯୋଗୀ ଭୁବନେଶ୍ବର: ପ୍ରଭୃ ଜଗନ୍ନାଥଙ୍କ ଚିତ୍ରକୁ ଜଣେ ବିଦେଶୀନିଙ୍କ ଜଙ୍ଘରେ ଆଙ୍କିବା ଘଟଣା ମହାଙ୍ଗା ପଡିଲା। ଗିରଫ ହେଲେ ଟାଟୁ ଷ୍ଟୁଡିଓର ମାଲିକ ଏବଂ ଜଣେ ସହଯୋଗୀ। ସହୀଦ…