ଆଜିର ଖବର ଟିକଟକ୍ ତାରକା ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ପରଲୋକ ପାଣାଜୀ: ଗୋଆରେ ହୃଦଘାତରେ ଟିକଟକ୍ ତାରକା ତଥା ବିଜେପି ନେତା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଛି। ବିଜେପି ତାଙ୍କୁ ୨୦୧୯ ନିର୍ବାଚନରେ ହିସାର ଜିଲ୍ଲାର ଆଦମପୁର ବିଧାନସଭା…