ଆଜିର ଖବର ଛତ୍ରପୁର ଆରଟିଓ ଅଫିସରୁ ଧରାପଡ଼ିଲେ ୪ ଦଲାଲ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଛତ୍ରପୁର ଆରଟିଓ ଅଫିସରୁ ୪ ଜଣ ଦଲାଲ ଧରାପଡିଛନ୍ତି। ଲାଇସେନ୍ସ ପଞ୍ଜୀକରଣ, ରିନ୍ୟୁ, ଟିକସ ପୈଠ କରିବା ନାଁରେ ଲୋକଙ୍କୁ ସେମାନେ…