ଜାତୀୟ ଖବର ରାଜ୍ୟଗୁଡିକୁ ଟିକା ବାଣ୍ଟିବା ପାଇଁ 44 କୋଟି ଡୋଜ କିଣିବାକୁ ଅର୍ଡର ଦେଲା କେନ୍ଦ୍ର, ଜାଣନ୍ତୁ କେଉଁଥିରୁ କେତେ ନୂଆଦିଲ୍ଲୀ, ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ 16 ତାରିଖ ଠାରୁ ସମସ୍ତ ରାଜ୍ୟ ତଥା…