ବିଶେଷ ଖବର ଟିଟିଲାଗଡ ବିଜୟନଗରମ ତୃତୀୟ ରେଳ ଲାଇନ, ଖୁବ୍ଶୀଘ୍ର ହେବ ଜମି ଅଧିଗ୍ରହଣ ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକରେ…