ଅନ୍ତରାଷ୍ଟ୍ରୀୟ ଟିଫନି ଟିଓଙ୍କ ଚ୍ୟାଲେଞ୍ଜକୁ ସ୍ଵୀକାର କଲେ ରିତୁ ଫୋଗଟ୍: ସେପ୍ଟେମ୍ବର ୨୯ରେ ହେବ ଲଢେଇ ନୂଆଦିଲ୍ଲୀ: ଭାରତର ତାରକା ଏମଏଏ ଯୋଦ୍ଧା ରିତୁ ଫୋଗଟ ପୁଣି ଥରେ ରିଙ୍ଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ୱାନ୍ ଚାମ୍ପିଅନସିପ୍ ରେ ରିତୁ ଅଂଶଗ୍ରହଣ କରିବେ,…