ଆଜିର ଖବର ଜିଓର ନୂଆ ଓଟିଟି ପାସ୍: ମାତ୍ର ୨୦୦ ଟଙ୍କାରେ ୧୫ ଟି ପ୍ରିମିୟମ ଓଟିଟି ଆପ, ୧୦୦୦ରୁ ଅଧିକ ଟିଭି ଚ୍ୟାନେଲ୍ ମୁମ୍ବାଇ: ନିଜ ପସନ୍ଦର ବିଭିନ୍ନ ଓଟିଟି ଆପ୍ ପାଇଁ ବାରମ୍ବାର ରିଚାର୍ଜ କରିବାର ଅସୁବିଧାରୁ ମୁକ୍ତି ପାଇବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଜିଓ ଏକ ସମ୍ପୂର୍ଣ୍ଣ ନୂତନ…