ଆଜିର ଖବର ଟିସିଏସର ଏମଡି-ସିଇଓ ପଦରୁ ଇସ୍ତଫା ଦେଲେ ରାଜେଶ ଗୋପୀନାଥନ୍, କେ କ୍ରିତ୍ତିବାସନଙ୍କୁ ମିଳିଲା ଦାୟିତ୍ଵ ନୂଆଦିଲ୍ଲୀ: ଦେଶର ବୃହତ୍ତମ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସର ଏମଡି ତଥା ସିଇଓ ରାଜେଶ ଗୋପୀନାଥନ ଇସ୍ତଫା ଦେଇଛନ୍ତି। କମ୍ପାନୀ ଏକ ବିବୃତ୍ତି ଜାରି କରି…