ଆଜିର ଖବର ହାତରୁ ଖସିଲା ଏସିଆ କପ୍ ୨୦୨୨!, ବର୍ତ୍ତମାନ ବିଶ୍ୱକପ ପୂର୍ବରୁ କରିବାକୁ ପଡିବ ୩ ଟି ପରିବର୍ତ୍ତନ ନୂଆଦିଲ୍ଲୀ: ଡିଫେଣ୍ଡିଂ ଚାମ୍ପିଅନ୍ ଭାରତର ଏଥର ଏସିଆ କପ୍ ଜିତିବାର ସମ୍ଭାବନା ଦେଖାଯାଉନାହିଁ। ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍ ହାରିଯିବା ପରେ ଭାରତ ମଧ୍ୟ ଶ୍ରୀଲଙ୍କା ଠାରୁ…