ଅନ୍ତରାଷ୍ଟ୍ରୀୟ ଭାରତକୁ ପରାସ୍ତ କରିବା ଏବେ ମଧ୍ୟ ପାକିସ୍ତାନ ପାଇଁ ଏକ ସ୍ୱପ୍ନ ଭଳି, ଜାଣନ୍ତୁ ଟିମ୍ ଇଣ୍ଡିଆ କେବେ ଚଟାଇଥିଲା ଧୂଳି ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୧ ରେ ଆଜି ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଭାରତ…