ଆଞ୍ଚଳିକ ଟୀକାକରଣ ଅପଡେଟ୍: ଆସନ୍ତାକାଲି ଚିଲିକାରେ ମାତ୍ର ୨୦୦ ଡୋଜ ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନମଣ୍ଡଳି ଅନ୍ତର୍ଗତ ବାଲୁଗାଁ ଏନଏସି ଏବଂ ଚିଲିକା ବ୍ଲକରେ ଆସନ୍ତାକାଲି( ସେପ୍ଟେମ୍ବର ୧୦)ତାରିଖରେ ୨୦୦ ଜଣ ନାଗରିକଙ୍କୁ ଟୀକା ଦିଆଯିବ। ତେବେ…