ଆଜିର ଖବର ବାଣପୁର ଟୀକାକେନ୍ଦ୍ରରେ ଅନିୟମିତତା ଅଭିଯୋଗ: ରାତି ୨ ରୁ ଆସି ଶୃଙ୍ଖଳରେ ଛିଡା ହେଉଥିବା ମହିଳାଙ୍କୁ ମିଳୁନି ଟୀକା ସୀତାରାମ ଅଗ୍ରୱାଲ ବାଣପୁର: କରୋନାକୁ ହରାଇବାକୁ ହେଲେ ଟୀକାକାରଣ ଅପରିହାର୍ଯ୍ୟ। ରାଜ୍ୟ ସରକାର ଉକ୍ତ ସ୍ଲୋଗାନ ଦେଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରୁ ଚିଲିକା ଆସିଲାବେଳକୁ କିନ୍ତୁ ଉକ୍ତ…