ଆଜିର ଖବର ମିଲେଟ୍ସ ଉପରେ ଗୀତ ପ୍ରସ୍ତୁତ କଲେ ଗାୟିକା ଫାଲୁ: ଟୁଇଟ୍ ରେ ମତ ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ଶ୍ରୀ ଅନ୍ନ ବା ମିଲେଟ୍ସରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରଚୁର ମାତ୍ରାରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗ୍ରାମୀ ପୁରସ୍କାର ବିଜେତା ଭାରତୀୟ-ଆମେରିକୀୟ ଗାୟିକା ଫାଲୁ…