ଜାତୀୟ ଖବର ଟୁରିଷ୍ଟ ଗାଇଡଙ୍କ ଉପରେ କେନ୍ଦ୍ର ସରକାରଙ୍କ ପଡିଲା ଶୁଭ ଦୃଷ୍ଟି, ଘୋଷଣା କଲେ ସହାୟତା ନୂଆଦିଲ୍ଲୀ, ଗତକାଲି କରୋନା ମୁକାବିଲା ପାଇଁ ଘୋଷଣା କରାଯାଇଥିବା ସହାୟତାରେ ପର୍ଯ୍ୟଟନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି। ଏଥିରେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ଆର୍ଥିକ ଆଶ୍ୱସ୍ତି…